Odia Grammar MCQ For OTET Exam 2022
Odia Grammar MCQ – Part 11
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question
Questions |
1. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ରୂପରେ ପରିବର୍ଭନ ହୋଇ ଆମ ଭାଷାରେ ଚଳୁଛି ସେଗୁଡ଼ିକୁ କ’ଣ କୁହାଯାଏ ?
(A) ତତ୍ସମ
(B) ତଭବ
(C) ଦେଶଜ
(D) ବୈଦେଶିକ
2. ଯେଉଁ ଶବ୍ଦଗୁଡ଼ିକ ଦୀର୍ଘକାଳ ଧରି ଆମ ଭାଷାରେ ଚଳି | ଆସୁଅଛି, ସେଗୁଡ଼ିକୁ କଣ କହନ୍ତି ?
(A) ତତ୍ସମ
(B) ତଭବ
(C) ଦେଶଜ
(D) ବୈଦେଶିକ
3. ଯେଉଁ ଶବ୍ଦଗୁଡ଼ିକ ଅନ୍ୟ ଭାଷାରୁ ଆସି ଆମ ଭାଷାରେ ବ୍ୟବହୃତ ହେଉଅଛି, ସେଗୁଡ଼ିକୁ କଣ କହନ୍ତି ?
(A) ତତସମ
(B) ତଭବ
(C) ଦେଶଜ
(D) ବୈଦେଶିକ
4. କେଉଁଟି ବୈଦେଶିକ ବ୍ୟାପାଦିତ ଶବ୍ଦ ?
(A) ଟାଜୁନ
(B) ସହର
(C) ସିଟି
(D) ଟାଉନିଆ
5. ଦୁଃପାଦିତ ଶବ୍ଦ ନୁହେଁ ।
(A) ବୀଣା
(B) ଦେଶର
(C) ବ୍ୟାକରଣ
(D) ପରୀକ୍ଷା
6. କ୍ରିୟାର ମୂଳପିଣ୍ଡକୁ କ’ଣ କହନ୍ତି ?
(A) କ୍ରିୟା
(B) କାଳ
(C) ଧାତୁ
(D) ପ୍ରତ୍ୟୟ
7. ଧାତୁ ସହିତ କ’ଣ ଯୋଗକଲେ ଶବ୍ଦ ଗଠନ କରାଯାଏ ?
(A) ପ୍ରତ୍ୟୟ
(B) ଅନ୍ୟଧାତୁ
(C) ଅନ୍ୟଶବ୍ଦ
(D) କେଉଁଟି ନୁହେଁ
8. ପ୍ରତ୍ୟୟର ସ୍ଥାନ ଧାତ୍ମର କେଉଁଠାରେ ରହେ ନାହିଁ ?
(A) ଧାତୁର ପୂର୍ବରୁ
(B) ଧାତୁର ପରେ
(C) ଧାତୁର ପୂର୍ବରୁ ଓ ପରେ ।
(D) ଧାତୁର ଉପରେ
9. ଶବ୍ଦ କାହା ଯୋଗୁଁ ଅର୍ଥ ପ୍ରକାଶ କରିବାରେ ସମର୍ଥ ହୁଏ ?
(A) କେବଳ ଧାତୁ ଯୋଗୁଁ
(B) କେବଳ ପ୍ରତ୍ୟୟ ଯୋଗୁଁ
(C) ଧାତୁ ଓ ପ୍ରତ୍ୟୟ ଉଭୟ ଯୋଗୁ
(D) ନିଜ ଗୁଣ ଯୋଗୁଁ
Odia Grammar Mcq Expected Question – Part 2
10. ଧାତୁର ପୂର୍ବରୁ ଯେଉଁ ପ୍ରତ୍ୟୟ ଯୋଗ ହୁଏ, ତାକୁ କ’ଣ କହନ୍ତି ?
(A) ପର ପ୍ରତ୍ୟୟ
(B) ପୂର୍ବ ପ୍ରତ୍ୟୟ ।
(C) ପ୍ରତ୍ୟୟ
(D) ବିରକ୍ତି
11. ଧାତୁର ପରେ ଯୋଗ ହୋଇଥିବା ପ୍ରତ୍ୟାୟକୁ କ’ଣ କହନ୍ତି ?
(A) ପର ପ୍ରତ୍ୟୟ
(B) ପୂର୍ବ ପ୍ରତ୍ୟୟ
(C) ପୁର୍ବ ଓ ପର ଢଭୟ ପ୍ରତ୍ୟୟ
(D) ବିଭକ୍ତି
12. ଉପସର୍ଗ ସଂଖ୍ୟା କେତୋଟି ?
(A) ୨୦ଟି
(B) ୩୪ଟି
(C) ୫ଟି
(D) ୧୫ଟି
13. ଉପସର୍ଗ ଗୁଡ଼ି କ ଧାତୁ ବା ଶବ୍ଦର କେଉଁ ସ୍ଥାନରେ ଲାଗିଥାଏ ?
(A) ପୂର୍ବରୁ
(B) ପରେ
(C) ମଧରେ
(D) ଢଭୟରେ
14. ଆହାର ଓ ବିହାର- ଉଭୟେ ହୁ ଧାତୁରୁ ଗଠିତ । ଏହି ଦୁଇଟିରେ ଅର୍ଥଗତ ପାର୍ଥକ୍ୟ କାହିଁକି ଦେଖାଯାଏ ?
(A) ଧାତୁ ଯୋଗୁଁ
(B) ପ୍ରତ୍ୟୟ ଯୋଗୁଁ
(C) ଉପସର୍ଗ ଯୋଗୁଁ
(D) ପ୍ରତ୍ୟୟ ଓ ଜପସର୍ଗ ଯୋଗୁଁ
Important Odia Grammar MCQ – Part 3 (Expected question)
15. ଧାତୁ ପୂର୍ବରୁ ଉପସର୍ଗ ଲାଗିଲେ ଧାତୁ ଉପରେ କି ପ୍ରଭାବ ପଡ଼େ ?
(A) ଅର୍ଥର ପରିବର୍ତ୍ତନ
(B) ଭାବର ପରିବର୍ତ୍ତନ
(C) ରୁପର ପରିବର୍ଭନ
(D) ଆକୃତିର ପରିବର୍ଭନ
16. ଦୁର୍ଘଟଣା- ଏହି ଶବ୍ଦରେ ଥିବା ଉପସର୍ଗଟି କିଏ ?
(A) ଦୁ
(B) ଦୁଃ
(C) ଦୂର
(D) ଦୂର
17. ପୁରସ୍କାର ଏଥିରେ କେଉଁଟି ଉପସର୍ଗ ପରି ବ୍ୟବହୃତ ହୋଇଛି ?
(A) ପୁର
(B) ପୁରସ୍
(C) ପୁରୀ
(D) ପୂର
18. ଅଜଣା- ଏଥିରେ ଥିବା ଉପସର୍ଗଟି କିଏ ?
(A) ଅ
(B) ଅଚ୍ଚ
(C) ଅଜଣ’
(D) ଅଜଣ + ଆ
19. ନିମ୍ନ ଉପସର୍ଗ ମଧ୍ୟରୁ କେଉଁଟି ଓଡ଼ିଆ ଭାଷାର ଉପସର୍ଗ ନୁହେଁ –
(A) ଦର
(B) ନା
(C) ଗର
(D) ପ୍ରତି
20. କେଉଁ ସଂସ୍କୃତ ଶବ୍ଦଟି ଉପସର୍ଗ ରୂପେ ବ୍ୟବହାର କରାଯାଏ ନାହିଁ ?
(A) ବହି
(B) ପୁର
(C) ହରି
(D) ପୁନଃ
Latest Odia Grammar Mcq – Part 10
Answers |
1. B
2. C
3. D
4. D
5. C
6. C
7. A
8. D
9. C
10. B
11. A
12. A
13. A
14. C
15. A
16. C
17. C
18. A
19. D
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com