Odia Grammar MCQ For TRT [March 2022]
Odia Grammar MCQ For TRT (Part 17)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question
Questions |
1. ଗୋଟିଏ ଧାତୁ ଓ ଗୋଟିଏ କ୍ରିୟା ବିଭକ୍ତିକୁ ନେଇ ଗଠିତ କ୍ରିୟା ପଦକୁ _________ କୁହାଯାଏ ?
a. ଦ୍ଵିକର୍ମକ
b. ଯୌଗିକ
c. ଏକକ
d. ମିଶ୍ର
2. ମୁଖ୍ୟ ଓ ଗୌଣ ଧାତୁର ଗଠିତ କ୍ରିୟାକୁ _________ କୁହାଯାଏ?
a. ଯୌଗିକ
b. ଶବ୍ଦ
c. ସାହାଯ୍ୟକାରି
d. ସକର୍ମକ
3. ବାକ୍ୟରେ କ୍ରମାନ୍ୱୟରେ ଏକାଧୂକ ଅସମାପିକା କ୍ରିୟାର ବ୍ୟବହାର ହୋଇଥାଏ। ବାକ୍ୟଟି –
a. ସତ୍ୟ ଅଟେ
b. କିଛି ମାତ୍ରାରେ ଠିକ୍
c. ଭୁଲ୍ ଅଛି
d. କେଉଁଟି ନୁହେଁ
4. ଗୋଟିଏ ଆକୃତିର କ୍ରିୟାପଦ _______ ଓ _______ ହୋଇଥାଏ?
a. ମିଶ୍ର ଓ ଅମିଶ୍ର
b. ସମାପିକା ଓ ଅସମାପିକା
c. ଏକକ ଓ ଯୌଗିକ
d. ସକର୍ମକ ଓ ଅକର୍ମକ
5. ଜାନୁକାରୀ ଅବ୍ୟୟ ସହିତ “କର” ଓ “ହୋ” ଧାତୁର କ୍ରିୟା ଯୋଗରେ ସାଧାରଣତଃ _______ କ୍ରିୟା ଗଠିତ ହୋଇଥାଏ?
a. ସାହାଯ୍ୟକାରୀ
b. ପ୍ରେରଣାର୍ଥକ
c. ନାମଧାତୁ
d. କେଉଁଟି ନୁହେଁ
6. ଅର୍ଥ ଭେଦରେ କ୍ରିୟା ସକର୍ମକ ବା ଅକର୍ମକ ହୋଇପାରେ | ବାକ୍ୟଟି –
a. ସତ୍ୟ ଅଟେ
b. କିଛି ମାତ୍ରାରେ ଠିକ୍
c. ଭୁଲ୍ ଅଛି
d. କେଉଁଟି ନୁହେଁ
7. ସେ ମୋ ସାଥ୍ରେ ବହୁତ ଖେଳ ଖେଳିଲା । ଖେଳିଲା – କେଉଁ କ୍ରିୟା?
a. ସକର୍ମକ
b. ଯୌଗିକ
c. ଅକର୍ମକ
d. ଏକକ
8. ହରି ଦଉଡୁଅଛି | ଦଉଡୁଅଛି – ପଦଟି କେଉଁ କ୍ରିୟା?
a. ଅକର୍ମକ
b. ଯୌଗିକ
c. ସକର୍ମକ
d. ସାହାର୍ଯ୍ୟକାରୀ
9. ସରଳ ବାକ୍ୟରେ ସମାପିକା ଓ ଅସମାପିକା କ୍ରିୟାର କର୍ତ୍ତା ଏକ ହୁଏନି | ବାକ୍ୟଟି –
a. ସତ୍ୟ ଅଟେ
b. ଭୁଲ ଅଟେ
c. ବେଳେ ବେଳେ ହୁଏ
d. କୌଣସି ନୁହେଁ
10. ପିନ୍ଧିବା – କେଉଁ କ୍ରିୟା ?
a. ଅକର୍ମକ ମିଶ୍ର
b. ସକର୍ମକ ଅମିଶ୍ର
c. ଅକର୍ମକ ଅମିଶ୍ର
d. ସକର୍ମକ ମିଶ୍ର
Odia Grammar Mcq Expected Question – Part 2
11. ଉଇଁଲେ – କେଉଁ କ୍ରିୟା?
a. ମିଶ୍ର
b. ସମାପିକା
c. ଅମିଶ୍ର
d. ସକର୍ମକ
12. ରିତୁ ଏଠାରୁ ପଢିସାରିଗଲା | ପଢିସାରିଗଲା – କେଉଁ କ୍ରିୟା?
a. ମିଶ୍ର
b. ସକର୍ମକ
c. ଅମିଶ୍ର
d. ଯୌଗିକ
13. ଠୁଙ୍କିବା – କେଉଁ କ୍ରିୟା?
a. ସକର୍ମକ
b. ଯୌଗିକ
c. ଅକର୍ମକ
d. ଏକକ
14. ଆପଣ ମୋତେ ସତ କହୁନାହାନ୍ତି | ବାକ୍ୟରେ କେଉଁ କ୍ରିୟାର ବ୍ୟବହାର ହୋଇଛି?
a. ଦ୍ଵିକର୍ମକ
b. ସମାପିକା
c. ସକର୍ମକ
d. ସାହାଯ୍ୟକାରୀ
15. ଡୁବିବା – କେଉଁ କ୍ରିୟା?
a. ସକର୍ମକ
b. ଦ୍ଵିକର୍ମକ
c. ଅକର୍ମକ
d. ପ୍ରେରଣାର୍ଥକ
Important Odia Grammar MCQ – Part 3 (Expected question)
16. ଯେଉଁ ସ୍ଥଳରେ କ୍ରିୟା ଶେଷ ନହୋଇ ବର୍ତମାନ ସମୟରେ ଚଳୁଥିବା ଜଣାଯାଏ, ସେଠାରେ କ୍ରିୟାର _________ କାଳ ହୁଏ?
a. ଅସମ୍ପୂର୍ଣ୍ଣ ବର୍ତ୍ତମାନ
b. ସମ୍ଭାବ୍ୟ ବର୍ତ୍ତମାନ
c. ଆନୁମାନିକ ବର୍ତ୍ତମାନ
d. ନିତ୍ୟପ୍ରବୃତ୍ତ ବର୍ତ୍ତମାନ
17. କୌଣସି କ୍ରିୟାର କାର୍ଯ୍ୟ ବର୍ତ୍ତମାନ କାଳର ପୂର୍ବେ ଘଟିଥିବା ଜଣାଗଲେ ସେହି କ୍ରିୟାର _________କାଳ ହୁଏ?
a. ଅଦ୍ୟତନ ଭୂତ
b. ଅନଦ୍ୟତନ ଭୂତ
c. ବର୍ତ୍ତମାନ ସାମୀପ୍ୟ
d. ପ୍ରାଗ୍ ଭୂତ
18. ବାପା କାଲି ଗ୍ରାମରେ ପହଞ୍ଚିଥିବେ | ପହଞ୍ଚିଥିବେ – କ୍ରିୟାର କାଳ ନିରୂପଣ କର?
a. ଆନୁମାନିକ ଭୂତ
b. ନିତ୍ୟ ପ୍ରବୃତ୍ତ ଭୂତ
c. ସମ୍ଭାବ୍ୟ କୃତ
d. ପ୍ରାଗ୍ ଭୂତ
19. ଗତ ମାସରେ ପ୍ରତ୍ୟୟ ସୃଷ୍ଟି ହେଉଥିଲା । କ୍ରିୟାଟିର କାଳ ନିରୂପଣ କର?
a. ନିତ୍ୟ ପ୍ରବୃତ୍ତ ଭୂତ
b. ଅସୁମ୍ପୁନ୍ନ ଭୂତ
c. ସମ୍ଭାବ୍ୟ ଭୂତ
d. ଅନଦ୍ୟ ଭୂତ
20. ବାଟୋଇ ଦୁଇ ବଣରେ ଯାଉଥିଲେ | କ୍ରିୟାର କାଳ ନିରୂପଣ କର?
a. ଅସମ୍ପନ୍ନ ଭୂତ
b. ପ୍ରାଗ୍ ଭୂତ
c. ଅନଦ୍ୟତନ ଭୂତ
d. ନିତ୍ୟପ୍ରବୃତ୍ତ ଭୂତ
Latest Odia Grammar Mcq – Part 11
Answers |
1. C
2. A
3. A
4. B
5. D
6. A
7. A
8. A
9. B
10. B
11. C
12. A
13. A
14. A
15. C
16. A
17. A
18. A
19. A
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com