Odia Grammar MCQ (3) – Expected Question (in Odia)
Odia Grammar MCQ – Part 3
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar Question
Questions |
1. ଯେଉଁ ଶବ୍ଦଗୁଡ଼ିକ ଅନ୍ୟ ଭାଷାରୁ ଆସି ଆମ ଭାଷାରେ ବ୍ୟବହୃତ ହେଉଅଛି, ସେଗୁଡ଼ିକୁ କଣ କହନ୍ତି ?
A .ତତସମ
B .ତଭବ
C . ଦେଶଜ
D . ବୈଦେଶିକ
2. କେଉଁ ସଂସ୍କୃତ ଶବ୍ଦଟି ଉପସର୍ଗ ରୂପେ ବ୍ୟବହାର କରାଯାଏ ନାହିଁ ?
A . ବହି
B .ପୁର
C .ହରି
D . ପୁନଃ
3. ଯେଉଁଥିରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଜଣାପରେ ତାକୁ କ’ଣ?
A .କାରକ
B . ଲିଙ୍ଗ
C . ପୁରୁଷ
D .ବଚନ .
4. ଏକବା ଏକାଧୁକ ବର୍ଷ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ କ’ଣ କହନ୍ତି ?
A .ପଦ
B .ଶବ୍ଦ
C . ବାକ୍ୟାଶ
D .ବାକ୍ୟ
5. ଶିବ’ ଶବ୍ଦର ସ୍ତ୍ରୀ ଲିଙ୍ଗ ରୂପ କ’ଣ ହେବ ?’
A .ଶିବନୀ
B .ଶିବନୀ
C .ଶିବାନୀ
D . ପାର୍ବତୀ
6. ‘ଅକଲ’ ଶବ୍ଦଟି କେଉଁ ଭାଷାରୁ ଆମ ଭାଷାକୁ ଆସିଛି ?
A . ପାରସିକ
B . ଯାବନିକ
C .ତୁର୍କୀ
D .ପର୍ତ୍ତୁଗୀଜ
Odia Grammar Expected Questions – Part 2
7. ନିମ୍ନ ଉପସର୍ଗ ମଧ୍ୟରୁ କେଉଁଟି ଓଡ଼ିଆ ଭାଷାର ଉପସର୍ଗ ନୁହେଁ –
A . ଦର
B . ନା
C . ଗର
D . ପ୍ରତି
8. କେଉଁଟି ଏକ ବ୍ୟୁତ୍ପନ୍ନ ଶବ୍ଦର ଉଦାହରଣ ନୁହେଁ ?
A . କାଚରା
B .ଧୂଳିଆ
C .ପାନରା
D .ଧୂଳି
9. ‘ଚାଳିତ” ଶବ୍ଦର ମୂଳଧାତୁ କ’ଣ ?
A . ଚାଲ
B . ଚଳ
C .ଚାଳ
D . ଚାଲ୍
10. କୃତ୍ୟ– ପ୍ରକୃତି ପ୍ରତ୍ୟୟ କ’ଣ ହେବ ?
A . କୁ + ତ୍ୟ
B . କୃତ୍ + ଯ
C . କୁ + କାପ୍
D . କୃତ + ଯ
11. କେଉଁଟି ଏକ ଦ୍ରାବିଡ ଶବ୍ଦ ନୁହେଁ ?
A .ଅଡା
B .ଆରିସା
C . ଢିଙ୍କି
D . ଏଣ୍ଡୁରି
12. ଯେଉଁ ପଦରୁ ବସ୍ତର ବା ବ୍ୟକ୍ତିର ସଂଖ୍ୟା ଗୋଟିଏ ବୋଲି ଜଣାପଡେ, ତାହାକୁ କେଉଁ ବଚନ କୁହାଯାଏ ?
A . କେଉଁଟି ନୁହେ
B .ଏକବଚନ
C .ଦୁଇବଚନ
D .ବହୁବଚନ
13. ବିଜ୍ଞାପିତ’ – ଏହି ଶବ୍ଦଟିର ମୂଳଧାତୁସି କ’ଣ ?
A .କାପି
B . ଜ୍ଞାପ୍
C .ଜ୍ଞାନ
D .କା
14. ‘ଣି ପ୍ରତ୍ୟୟ ଯୁକ୍ତ ହୋଇ ଗଢାଯାଇଥିବା ଧାତୁକୁ କି ଧାତୁ କୁହାଯାଏ ?
A .କୃଦନ୍ତ
B . ତଦ୍ଧିତ
C .ସନ୍ତ,
D .ଣିଜନ୍ତ
15. ଓଡ଼ିଆ ଭାଷା ଭଣ୍ଡାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
A .ଚାରି
B .ତିନି
C .ଦୁଇ
D . ପାଞ୍ଚ
16. ଓଡିଆ ଭାଷାର ଯେଉଁ ଶବ୍ଦ ସଂସ୍କୃତ ଭାଷା ସହିତ ସମାନ ତାକୁ କ’ଣ କହନ୍ତି ?
A . ବୈଦେଶିକ
B . ତତ୍ସମ
C .ତଭବ।
D .ଦେଶଜ
17. ଉପସର୍ଗ ଗୁଡ଼ି କ ଧାତୁ ବା ଶବ୍ଦର କେଉଁ ସ୍ଥାନରେ ଲାଗିଥାଏ ?
A . ପୂର୍ବରୁ
B .ପରେ
C . ମଧରେ
D . ଢଭୟରେ
18. ଶବ୍ଦ କାହା ଯୋଗୁଁ ଅର୍ଥ ପ୍ରକାଶ କରିବାରେ ସମର୍ଥ ହୁଏ ?
A . କେବଳ ଧାତୁ ଯୋଗୁଁ
B. କେବଳ ପ୍ରତ୍ୟୟ ଯୋଗୁଁ
C .ଧାତୁ ଓ ପ୍ରତ୍ୟୟ ଉଭୟ ଯୋଗୁ
D .ନିଜ ଗୁଣ ଯୋଗୁଁ
19. ‘ଗଧ’ ର ତସମ ରୂପଟି କ’ଣ ?
A . ଘୋଟକ
B . ଗର୍ଭଭ
C . ଗାଭୀ
D . ଗର୍ଭଭ
20. କେଉଁଟି ତତ୍ସମ ଶବ୍ଦ ?
A . ନଈ
B .ଗାଈ
C .ଟେବୁଲ
D .ନଦୀ
Answers |
1. D
2. C
3. D
4. B
5. C
6. B
7. D
8. A
9. B
10. C
11. C
12. B
13. D
14. D
15. A
16. B
17. A
18. C
19. B
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com