[Top 20] Odia Grammar MCQ Questions and Answers
Odia Grammar MCQ – Part 2
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar MCQ is essential for you. So on this website, we will publish daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Odia Grammar MCQ (Part 1)
Odia Grammar Question
Questions |
1. ଯତ୍’ ପ୍ରତ୍ୟୟ ନିଷ୍ପନ୍ନ ଧାତୁକୁ କି ଧାତୁ କୁହାଯାଏ ?
A .ଣିଜନ୍ତ ଧାତୁ
B .ମୂଳଧାତୁ
C . ସନ୍ନନ୍ତ ଧାତୁ
D .ଯଡ଼ିତ ଧାତୁ
2. କୁନ୍ତୀଙ୍ର ପୁତ୍ର- ଏକ ପଦରେ ପ୍ରକାଶ କଲେ କ’ଣ ହେବ ?
A. କୌନ୍ତେୟ
B. କୁନ୍ତୀଙ୍କ ପୁତ୍ର
C. ଅର୍ଜୁନ
D. ଯୋଦ୍ଧା
3. ‘ସନ୍’ ପ୍ରତ୍ୟୟ ନିଷ୍ପନ୍ନ ପଦକୁ କି ପଦ କୁହାଯାଏ ?
A .କୂଦନ୍ତ
B .ଣିଜନ୍ତୁ
C . ଯନ୍ତ
D .ସନ୍ନନ୍ତ
4. ଯେଉଁ ଶବ୍ଦରୁ କୌରସି ଉପାୟରେ ଗୋଟିଏ ହେଲେ ବି ବର୍ଣ୍ଣ କାଟିହୁଏ ନାହିଁ, ତା’କୁ କି ଶବ୍ଦ କୁହାଯାଏ ?
A .ତଦ୍ଭବ
B . ବ୍ୟୁତ୍ପନ୍ନ
C . ତତ୍ସମ
D . ମୌଳିକ
5. ଯେଉଁ ଶବ୍ଦରୁ ଗୋଟିଏ ବର୍ଷ କାଟିଦେଲେ ତା’ର ଅର୍ଥ ପ୍ରକାଶ | କ୍ଷମତା ଲୋପ ପାଏ, ତାକୁ କି ଶବ୍ଦ କୁହନ୍ତି ?
A .ମୌଳିକଶବ୍ଦ
B .ଯୌଗିକଶବ୍ଦ
C .ବ୍ୟୁତ୍ପନ୍ନଶବ୍ଦ
D . କଟିକ ଶବ୍ଦ
6. କେଉଁଟିଏକଖାଦ୍ୟ ବିଶେଷ ଅଟେ ?
A .ଜୁଡା
B .ବୃଡା
C .ଚୁଡା
D .ଚୋଡ
7. ଆତିଶଯ୍ୟ ଅର୍ଥ ବୁଝାଇବା ପାଇଁ ଧାତୁରେ କେଉଁ ପ୍ରତ୍ୟୟ ଯୋଗ କରାଯାଏ ?
A .ସନ୍
B . କୃତ୍
C . ଣିଚ୍
D .ଯନ୍ତି
8. କେଉଁଟି ତଦ୍ଭବ ଶବ୍ଦ ନୁହେଁ ବାଛି ଲେଖ ।
A . ଘୋଡା
B . ନଈ
C .ଆକାଶ
D .ଗଧ
9. ‘ଟିକେଟ୍’ କେଉଁ ଭାଷାର ଶବ୍ଦ ଅଟେ ? ।
A . ଯାବନିକ
B . ଇଂରାଜୀ
C . ତୁର୍କୀ
D . ପର୍ତ୍ତୁଗୀଜ
10. ଆହାର ଓ ବିହାର- ଉଭୟେ ହୁ ଧାତୁରୁ ଗଠିତ । ଏହି ଦୁଇଟିରେ ଅର୍ଥଗତ ପାର୍ଥକ୍ୟ କାହିଁକି ଦେଖାଯାଏ ?
A . ଧାତୁ ଯୋଗୁଁ
B . ପ୍ରତ୍ୟୟ ଯୋଗୁଁ
C . ଉପସର୍ଗ ଯୋଗୁଁ
D . ପ୍ରତ୍ୟୟ ଓ ଜପସର୍ଗ ଯୋଗୁଁ
11. ପକ୍- ଏହାର ପ୍ରକୃତି ପ୍ରତ୍ୟୟ କଲେ କ’ଣ ହେବ ?
A . ପକ୍ + ୱା
B . ପ + କୁ
C . ପଚ୍ + କୁ
D .ପଚ୍ + ତ
12. ଧାତୁ ସହିତ ‘ସନ୍’ ପ୍ରତ୍ୟୟ ଯୋଗ କରାଯିବାପରେ କେଉଁ ପ୍ରତ୍ୟୟ ଯୁକ୍ତ ହୋଇଥାଏ ? ‘
A .‘ଆ’ କିମ୍ବା ‘ଆ’
B . ‘ଏ’ କିମ୍ବା ‘ଉ’
C . ଆ’ କିମ୍ବା ‘ଉ’
D .‘ଇ’ କିମ୍ବା ‘ଜ’
13. କେଉଁଟି ବିଶେଷ୍ୟ ପଦ ? ‘ ‘।
A . ପାଳିତ
B . ପାଳନ
C . ପାଳନୀୟ
D . ପାଲିଲା
14. ଯେଉଁ ପଦରୁ ବସ୍ତୁ ବା ବ୍ୟକ୍ତିର ସଂଖ୍ୟା ଏକରୁ ଅଧିକ ବୋଲି । ଜଣାଯାଏ ତାକୁ –~– କହନ୍ତି ?
A .ଦ୍ବିବଚନ
B . ସର୍ବବଚନ
C .ବହୁବଚନ
D .ଏକବଚନ
15. କେଉଁଟି ତବିତ?
A . ପଠନ
B .ଜଣିଆ
C . ପାଠ
D . ଜଣି
16. ଧାତୁର ପୂର୍ବରୁ ଯେଉଁ ପ୍ରତ୍ୟୟ ଯୋଗ ହୁଏ, ତାକୁ କ’ଣ କହନ୍ତି ?
A . ପର ପ୍ରତ୍ୟୟ
B .ପୂର୍ବ ପ୍ରତ୍ୟୟ ।
C . ପ୍ରତ୍ୟୟ
D .ବିରକ୍ତି
17. ଓଡିଆ ଭାଷାରେ ବ୍ୟବହୃତ ବଚନ କେତେ ପ୍ରକାର ? ।
A .ପାଞ୍ଚ
B .ଦୁଇ
C . ଚାରି
D . ଛଅ
18. ବିପରୀତାର୍ଥବୋଧକଦୁଇଶବ୍ଦର ସଂଯୋଗରେ ଗଠିତ ଯୁଗ୍ମ ଶବ୍ଦ ବାଛି ଲେଖ ।।
A . କାମଦାମ
B .ଲେଖାଲେଖୁ
C .ଜୀବଜନ୍ତୁ
D .ବଡସାନ
19. ‘ବର’ ଶବ୍ଦର ସ୍ତ୍ରୀଲିଙ୍କ ରୂପ କ’ଣ ହେବ ?
A .ଘରଣୀ
B . ଝିଅ
C .କନ୍ୟା
D .ସ୍ତ୍ରୀ
20. କେଉଁଟି ଣିଜନ୍ତ ପଦ?
A .ଖାଇବା
B .ଖୁଆଇବା
C . ଖାଇଲା
D .ଖାଇବ
Answers |
1. D
2. A
3. D
4. B
5. A
6. C
7. D
8. C
9. B
10. C
11. D
12. C
13. B
14. C
15. B
16. B
17. B
18. D
19. C
20. B
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com