Odia Grammar Quiz for Competitive Exams
Odia Grammar Quiz For Competitive Exams (Part 38)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ବିଛିନ୍ନତା ସୂଚନାରେ କେଉଁ କାରକ ହୁଏ?
A) କର୍ମକାରକ
B) ଅଧିକରଣ କାରକ
C) କର୍ତ୍ତାକାରକ
D) ଅପାଦାନ କାରକ
2. ‘ସୁଦର୍ଶନ’ ଶବ୍ଦର ‘ସୁ’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
A) ସୁନ୍ଦର
B) ଅନାୟାସ
C) ମଂଗଳ
D) ସହଜ
3. କେଉଁ ବର୍ଗର ବର୍ଣ୍ଣ ସହିତ ମିଳିତ ହେଲେ ‘ନ୍’, ‘ଣ’ ହୁଏ।
A) ପ
B) ଟ
C) କ
D) ତ
4. ଆମ ବ୍ୟାକରଣରେ କେତେଗୋଟି ‘ଉପସର୍ଗ’ ରହିଛି?
A) ୧୦
B) ୧୫
C) ୨୦
D) ୨୫
5. ‘ପିଲାଟି ଶୋଇଅଛି।’ – ରେଖାଙ୍କିତ ପଦଟିର କ୍ରିୟା ନିର୍ଣ୍ଣୟ କର।
A) ଅସମାପିକା
B) ସମାପିକା
C) ଅକର୍ମକ
D) ସକର୍ମକ
6. ସୌନ୍ଦର୍ଯ୍ୟ’ କେଉଁ ପ୍ରକାର ଶବ୍ଦ?
A) ଅର୍ଦ୍ଧତତ୍ସମ
B) ଦେଶଜ
C) ତଦଭବ
D) ତତ୍ସମ
7. ‘ନିତାନ୍ତ ଅନୁଗତ’ ଅର୍ଥକୁ ବୁଝାଉଥିବା ରୂଢିଟି କ’ଣ?
A) ହୁଙ୍କାପିଟା
B) ହାତବାରିସୀ
C) ସଟାବଟା କରିବା
D) ସରିହେବା
8. ‘ଝିଅ ଦେବା’ କେଉଁ ପ୍ରକାରର ଋଢ଼ି?
A) କ୍ରିୟାହୀନ
B) କ୍ରିଯାଯୁକ୍ତ
C) ଉପମାଯୁକ୍ତ
D) ସାଧାରଣ
9. ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ପରିମାଣ କିମ୍ବା ସଂଖ୍ୟାକୁ ବୁଝାଏ, ତାକୁ କ’ଣ କହନ୍ତି?
A) ବିଶେଷଣ
B) ସର୍ବନାମ
C) କାରକ
D) ବିଭକ୍ତି
10. ‘ଅତିବୃଷ୍ଟି’ ଓ ‘ଶେଷ’ ଶବ୍ଦକୁ ପଦରେ ପ୍ରକାଶ କର।
A) ସମାପ୍ତ-ପରିସମାପ୍ତ
B) ଈତି-ଇତି
C) ଆଦ୍ୟ-ସମାପ୍ତ
D) ଅଭାବ-ଦୁର୍ଭିକ୍ଷ
Odia Grammar Mcq Expected Question – Part 2
11. ‘ଇନ୍ଦ୍ରିୟାସକ୍ତ’ ଶବ୍ଦର ବିପରୀତ ଶବ୍ଦ ଲେଖ।
A) ଜିତେନ୍ଦ୍ରିୟ
B) ଅଇନ୍ଦ୍ରିୟାସକ୍ତ
C) ଆସକ୍ତ
D) ଅନାସକ୍ତ
12. ଅଧିକରଣ କାରକ କେତେ ପ୍ରକାର?
A) ଚାରି
B) ପାଞ୍ଚ
C) ତିନ
D) ଦୁଇ
13. କେଉଁଟି ତଦ୍ଧିତ ପଦ?
A) ଉଠାଣ
B) ପାଗଳାମି
C) ଖେଳାଳି
D) ବିଧି
14. କେଉଁ ଶବ୍ଦଟି ‘କୁମ୍ଭୀର’ ଶବ୍ଦର ଏକାର୍ଥବୋଧକ ଶବ୍ଦ ।
A) ପରଭୂତ୍
B) ବଳିପୁଷ୍ଟ
C) ନକ୍ର
D) ବଳିଭୂକ୍
15. ଯେଉଁ ଧ୍ଵନିର ଉଚ୍ଚାରଣ ସମୟରେ ସ୍ଵରତନ୍ତ୍ରୀ କଂପିତ ହୋଇଉଠେ ତାକୁ କ’ଣ କୁହଯାଏ?
A) ଅଳ୍ପପ୍ରାଣ
B) ମହାପ୍ରାଣ
C) ସଘୋଷ
D) ଅଘୋଷ
Important Odia Grammar MCQ – Part 3 (Expected question)
16. ‘କିଏ’- କି ପ୍ରକାର ସର୍ବନାମ?
A) ନିର୍ଣ୍ଣାୟକ
B) ପୁରୁଷବାଚକ
C) ପ୍ରଶ୍ନବାଚକ
D) ନିର୍ଦ୍ଦେଶାତ୍ମକ
17. ‘ର’ ଫଳା କେଉଁ କ୍ଷେତ୍ରରେ ବ୍ୟବହୃତ ହୁଏ?
A) ସ୍ଵରବର୍ଣ୍ଣ ପରେ ଯୁକ୍ତ ହେଲେ
B) ବ୍ୟଂଜନବର୍ଣ୍ଣ ପରେ ଯୁକ୍ତ ହେଲେ
C) ଉଚ୍ଚାରଣ ସମୟରେ
D) ବାଗ ଯନ୍ତ୍ରରେ
18. ନିମ୍ନୋକ୍ତ ସୂଚିତ ଶବ୍ଦ ମଧ୍ୟରୁ କେଉଁଟି ସମାନାର୍ଥକ ଶବ୍ଦଯୋଗେ ଗଠିତ ଯୁଗ୍ମ ଶବ୍ଦ?
A) ଧୂଆଧୋଇ
B) ଖିଆପିଆ
C) ରାଜାପ୍ରଜା
D) କାମଦାମ
19. ‘କୈଫୟତ’ କେଉଁ ପ୍ରକାର ଶବ୍ଦ ଭଣ୍ଡାର ଅନ୍ତର୍ଭୁକ୍ତ?
A) ପର୍ତ୍ତୁଗୀଜ
B) ଆରବୀ
C) ପାର୍ସୀ
D) ତୁର୍କୀ
20. ‘ନାହିରେ ତେଲ ପକାଇ ଶୋଇବା’ ରୁଢିଟିର ଅର୍ଥ ନିରୂପଣ କର ।
A) ଶରଣ ପଶିବା
B) ଅକ୍ଷମତା ପ୍ରକାଶ କରିବା
C) ନିଶ୍ଚିନ୍ତ ହେବା
D) ସମ୍ଭାଳିବାର କ୍ଷମତା
Latest Odia Grammar Mcq – Part 11
Answers |
1. D
2. A
3. B
4. C
5. B
6. D
7. B
8. B
9. A
10. B
11. A
12. D
13. B
14. C
15. C
16. A
17. B
18. B
19. B
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com