Odia Grammar Quiz for Competitive Exams
Odia Grammar Quiz For Competitive Exams (Part 39)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ମାଡ଼ ମାରିବା’ – ରେଖାଙ୍କିତ ପଦଟି କେଉଁ କ୍ରିୟାର ଅନ୍ତର୍ଭୁକ୍ତ?
A) ଦ୍ଵିକର୍ମକ କ୍ରିୟା
B) ଅସମାପିକା କ୍ରିୟା
C) ସକର୍ମକ କ୍ରିୟା
D) ଅକର୍ମକ କ୍ରିୟା
2. ‘ନାରୀରତ୍ନ’ ଶବ୍ଦକୁ ବୁଝାଉଥିବା ଏକ ସମୋଚ୍ଚାରିତ ଭିନ୍ନ ଶବ୍ଦ ଲେଖ?
A) ବାଳିସ
B) ବାଳିଷ
C) ବାଳିଶ
D) ବାଳୀଶ
3. ମୁଁ ତାଂକୁ ବାରମ୍ବାର ଚିଠି ଲେଖିଲି? ଏହି ବାକ୍ୟରେ କେଉଁଟି ଗୌଣ କର୍ମ ?
A) ଚିଠି
B) ତାଙ୍କୁ
C) ଲେଖିବା
D) ମୁଁ
4. କେଉଁଟି ‘ପୃଥିବୀ’ର ପ୍ରତିଶବ୍ଦ ନୁହେଁ ।
A) ଇନ୍ଦୀବର
B) ହିରଣ୍ୟଦା
C) ସାଗରାମ୍ବରା
D) ବିଶ୍ଵମ୍ବରା
5. ‘କରଣ କାରକ’ କାହାକୁ କୁହାଯାଏ?
A) ଅର୍ଥ ସଂପାଦନରେ ଯେ କିରୀର ସହାୟକ
B) ଅର୍ଥ ବିସ୍ତାରଣ ଯେ ସହାୟକ
C) ପଦ ସଂଯୋଜନାରେ ଯେ ସହାୟକ
D) କ୍ରିୟା ସମ୍ପାଦନା ରେ ଯେ କର୍ତା ର ସହାୟକ
6. ‘ଅଦା ବେପାରୀର ଜାହାଜ ମୂଲ’ ରହିଟି କେଉଁ ଅର୍ଥରେ ବ୍ୟବହୃତ ହୁଏ?
A) ବୃଥାଚେଷ୍ଟା
B) ଅତିଶୟ ନିଷ୍ଠା
C) ଅନଧିକାର ଚର୍ଚ୍ଚା
D) ଅତିବୁଦ୍ଧିଆ
7. କେଉଁଟି ‘ସରସ୍ୱତୀ’ ଶବ୍ଦର ପ୍ରତିଶବ୍ଦ ନୁହେଁ।
A) ଧବଳ
B) ଧୀଶ୍ଵରୀ
C) ବାଗ୍ଦେବୀ
D) ବ୍ରାହ୍ମୀ
8. ‘ପ୍ରକୃଷ୍ଟ’ ଶବ୍ଦରେ ‘ପ୍ର’ ଅବ୍ୟୟ କେଉଁ ଅର୍ଥରେ ବ୍ୟବହୃତ?
A) ସମ୍ୟକ
B) ସହଜ
C) ଆଧିକ୍ୟ
D) ସୁନ୍ଦର
9. ପ୍ର, ପରା ପ୍ରଭୃତି କେତେକ ଅବ୍ୟୟ ଧାତୁର ପୂର୍ବରେ ବ୍ୟବହୃତ ହୋଇ ଏହାର ଅର୍ଥରେ ବିବିଧ ପରିବର୍ତନ ଆସିଲେ, ତାକୁ କ’ଣ କୁହାଯାଏ?
A) ପ୍ରତ୍ୟୟ
B) ଉପସର୍ଗ
C) କ୍ରିୟା
D) ସନ୍ଧି
10. ଧାତୁର ପୂର୍ବରେ କେଉଁ ପଦ ବ୍ୟବହାର ହେଲେ ‘ଉପସର୍ଗ’ ହୋଇଥାଏ?
A) ସର୍ବନାମ
B) ଅବ୍ୟୟ
C) ବିଶେଷଣ
D) ବିଶେଷ୍ୟ
Odia Grammar Mcq Expected Question – Part 2
11. କେଉଁଟି କ୍ରିୟାଯୁକ୍ତ ଋଢି?
A) ଖତଗଦାରେ ପଦ୍ମ
B) ଅଂଧର ଲଉଡ଼ି
C) କାଠିକର ପାଠ
D) ଦଫାରଫା କରିବା
12. ‘ଚଳନ୍ତି’ କେଉଁ ପ୍ରକାରର ପଦ?
A) ବିଭକ୍ତି
B) ସମାସ
C) କୃଦନ୍ତ
D) ତଦ୍ଧିତ
13. ‘ଠଣ୍ ଠଣ୍’ କି ପ୍ରକାର ଅବ୍ୟୟ?
A) ଶବ୍ଦାନୁକାରୀ
B) ବିକଲ୍ପାର୍ଥକ
C) ବିଭକ୍ତି ସୂଚକ
D) ସମ୍ମତି ସୂଚକ
14. ‘ଅବଶ୍ୟ ତୁମକୁ ଏହା କରିବାକୁ ହେବ’ । ରେଖାଙ୍କିତ ଶବ୍ଦଟି କେଉଁ ବିଶେଷଣ?
A) ଅବ୍ୟୟ ବିଶେଷଣ
B) କ୍ରିୟା ବିଶେଷଣ
C) ବିଶେଷଣର ବିଶେଷଣ
D) ବାକ୍ୟର ବିଶେଷଣ
15. ପ୍ରତ୍ୟେକ ବର୍ଗର ଦ୍ଵିତୀୟ ଓ ଚତୁର୍ଥ ଧ୍ଵନିକୁ କେଉଁ ଧ୍ଵନି କୁହାଯାଏ?
A) ଅବପ୍ରାଣ
B) ନାସିକ୍ୟ
C) ସଘୋଷ
D) ମହାପ୍ରାଣ
Important Odia Grammar MCQ – Part 3 (Expected question)
16. କେଉଁଟ ଅବସ୍ଥା ବାଚକ ବିଶେଷଣ?
A) ପାଞ୍ଚ କିଲୋ
B) ଜଳନ୍ତା ଅଂଗାର
C) ବୃଦ୍ଧ ଲୋକ
D) ପ୍ରଚୁର ଧନ
17. ଯେଉଁ ପଦ ଗୁଡ଼ିକ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟର ନାମକୁ ବୁଝାନ୍ତି ତାକୁ କ’ଣ କୁହାଯାଏ?
A) ଜାତିବାଚକ ବିଶେଷ୍ୟ
B) ଗୁଣବାଚକ ବିଶେଷ
C) ବସ୍ତୁବାଚକ ବିଶେଷ୍ୟ
D) କ୍ରିୟାବାଚକ ବିଶେଷ
18. ‘ଗ’ ବ୍ୟଂଜନ ଧ୍ଵନିକୁ କ’ଣ କୁହାଯାଏ?
A) ଅବର୍ଗ୍ୟ ବ୍ୟଂଜନ
B) କଣ୍ଠ୍ୟ ବ୍ୟଂଜନ
C) ତାଲବ୍ୟ ବ୍ୟଂଜନ
D) ବର୍ଗ୍ୟ ବ୍ୟଂଜନ
19. ‘ପୁନରପି’ ଶବ୍ଦରେ ‘ପୁନଃ’ ଅବ୍ୟୟ ସଂଗେ କେଉଁ ଉପସର୍ଗର ପ୍ରୟୋଗ କରାଯାଇଛି?
A) ଅତି
B) ଅପି
C) ବାର
D) ଈଶ୍ଵ
20. ଓଡ଼ିଆରେ ବ୍ୟବହୃତ ଉପସର୍ଗଗୁଡ଼ିକ କି ପ୍ରକାର ପ୍ରତ୍ୟୟ?
A) ପର ପ୍ରତ୍ୟୟ
B) ମୁକ୍ତ ପ୍ରତ୍ୟୟ
C) ମଧ୍ୟ ପ୍ରତ୍ୟୟ
D) ପୂର୍ବ ପ୍ରତ୍ୟୟ
Latest Odia Grammar Mcq – Part 11
Answers |
1. D
2. D
3. B
4. A
5. D
6. C
7. A
8. C
9. B
10. B
11. D
12. C
13. A
14. D
15. D
16. C
17. D
18. B
19. B
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com