Odia Grammar Quiz for Competitive Exams
Odia Grammar Quiz For Competitive Exams (Part 41)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ନିମ୍ନଲିଖିତତ ବିକଳ୍ପ ମଧ୍ୟରୁ କେଉଁଟି ‘ମୃଗ’ ର ପର୍ଯ୍ୟାୟବାଚୀ ଶବ୍ଦ ନୁହେଁ?
A) କୁରଙ୍ଗ
B) ମୃଗାଙ୍କ
C) ବାତାୟୁ
D) ଅଜିନଯୋନି
2. ନିମ୍ନଲିଖିତ ମଧ୍ୟରୁ ଅସମ୍ପୃକ୍ତ ଶବ୍ଦକୁ ପୃଥକ୍ କର ।
A) ନଦୀ
B) ଇହୁଦୀ
C) ମନୁଷ୍ୟ
D) ଗଛ
3. ବାକ୍ୟରେ ବିଶେଷ୍ୟ ଷଷ୍ଠୀ ବିଭକ୍ତି ଯୁକ୍ତ ହୋଇ ବିଶେଷଣ ରୂପେ ବ୍ୟବହୃତ ହେଲେ ତାହାକୁ _______ବିଶେଷଣ କୁହାଯାଏ? ଉପଯୁକ୍ତ ଶବ୍ଦ ଦ୍ଵାରା ଶୁନ୍ୟସ୍ଥାନ ପୂରଣ କର |
A) ବିଶେଷଣ ର ବିଶେଷଣ
B) କ୍ରିୟା ବାଚକ ବିଶେଷଣ
C) ସମ୍ବନ୍ଧ ବାଚକ
D) ସର୍ବ ନାମକ
4. ବିପଦରେ ପଡିଥିବା ବ୍ୟକ୍ତିକୁ ସର୍ବଦା ସାହାଯ୍ୟ କରିବା ଦରକାର | ରେଖାଙ୍କିତ ଶବ୍ଦଟି କେଉଁ ଶ୍ରେଣୀଭୁକ୍ତ ଅଟେ?
A) ଆରବୀ
B) ତୁର୍କୀ
C) ଇଂରାଜୀ
D) ପାର୍ସୀ
5. ବସନ୍ତ ଋତୁମାନଙ୍କରେ ରାଜା – ଏଠାରେ କେଉଁ ବିଭକ୍ତି ହୋଇଛି?
A) ଷଷ୍ଠୀ
B) ସପ୍ତମୀ
C) ଚତୁର୍ଥୀ
D) ପଞ୍ଚମୀ
6. ଯେଉଁ ପଦ କୌଣସି ନାମ କୁ ପ୍ରକାଶ କରେ ତାହାକୁ କଣ କୁହାଯାଏ?
A) କର୍ତ୍ତା
B) ବିଶେଷଣ
C) ବିଶେଷ୍ୟ
D) କ୍ରିୟା
7. ଯେଉଁ ଶବ୍ଦ ବ୍ୟୁତ୍ପତ୍ତି ବା ପ୍ରକୃତି ପ୍ରତ୍ୟୟ ସମ୍ବନ୍ଧୀୟ ଅର୍ଥକୁ ପ୍ରକାଶ ନକରି ଅନ୍ୟ ଅର୍ଥ ପ୍ରକାଶ କରେ ତାହାକୁ କି ଶବ୍ଦ କହନ୍ତି?
A) ଯୌଗିକ
B) ଯୋଗରୂଢ଼
C) ମୌଳିକ
D) ରୂଢ଼
8. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅପରାଧୀ’ ର ବିପରୀତ ଶବ୍ଦ?
A) ଅପାୟ
B) ଅର୍ଥୀ
C) ନିରପରାଧ
D) ଅପରାଜିତ
9. ନିମ୍ନଲିଖିତ ମଧ୍ୟରୁ କେଉଁ ଶବ୍ଦ ‘ପରି’ ଉପସର୍ଗ ଯୋଗେ ଗଠିତ?
A) ପରିଚ୍ଛେଦ
B) ପରାକ୍ରମ
C) ପରାକାଷ୍ଠା
D) ପରାଜୟ
10. ଯେଉଁ ଶବ୍ଦ ବ୍ୟୁତ୍ପତ୍ତି ବା ପ୍ରକୃତି ପ୍ରତ୍ୟୟ ଗତ ଅର୍ଥକୁ ପ୍ରକାଶ କରେ ତାହାକୁ କି ଶବ୍ଦ କୁହାଯାଏ?
A) ଯୌଗିକ
B) ମୌଳିକ
C) ରୂଢ଼
D) ଯୋଗରୂଢ଼
Odia Grammar Mcq Expected Question – Part 2
11. ଧ୍ଵନିର ଲିଖ ରୂପକୁ କଣ କୁହାଯାଏ?
A) ବର୍ଷ
B) ମାତ୍ରା
C) ଶବ୍ଦ
D) ଭାଷା
12. ‘ଅଗ୍ନିଶର୍ମା ହେବା’ – ରୂଢିଟିର ଅର୍ଥ କ’ଣ?
A) ଖୁବ୍ ରାଗିବା
B) ଅଗ୍ନି ଜାଳିବା
C) ହସିବା
D) ରାଗିଯିବା
13. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘କୃପଣ’ ଶବ୍ଦର ବିପରୀତ ଶବ୍ଦ?
A) ନିର୍ଦ୍ଦୟ
B) କୃତଘ୍ନ
C) ଅକୃତଜ୍ଞ
D) ବଦାନ୍ୟ
14. ‘ଦଶକଥା’ – ରୂଢିଟିର ଅର୍ଥ କ’ଣ?
A) ଦେଶର ହାଲଚାଲ
B) ଦଶଟି କଥା
C) ନାନାକଥା
D) ଦଶଜଣଙ୍କ କଥା
15. ନିମ୍ନଲିଖିତ ମଧ୍ୟରୁ କେଉଁଟି ପୂର୍ବ ପଦ ରୂପେ ବ୍ୟବହୃତ ଏକ ବିଶେଷଣ?
A) ପ୍ରତି
B) ଅନ
C) ଅଣ
D) ଅନୁ
Important Odia Grammar MCQ – Part 3 (Expected question)
16. ‘କାଠିକର ପାଠ’— ରୂଢିଟିର ଅର୍ଥ କ’ଣ?
A) କାଠି ମାଧ୍ୟମରେ କାର୍ଯ୍ୟ
B) ବଡ଼ କଠିନ କାମ
C) ଉତ୍ତମ କାମ
D) ସହଜ କାମ
17. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ତଦ୍ଧିତ ଶବ୍ଦ?
A) ଶିଷ୍ଟ
B) ରୁଗ୍ଣ
C) ସମ୍ପନ୍ନ
D) ଧୂଆଁଟିଆ
18. ନିମ୍ନଲିଖିତ ମଧ୍ୟରୁ କେଉଁଟି ଅସମ୍ପନ୍ନ ସୂଚକ ଧାତୁ ପ୍ରତ୍ୟୟ ଅଟେ?
A) ଆ
B) ଇବ୍
C) ଉ
D) ଏ
19. ସମସ୍ତଙ୍କର ପେଟ ______ କଥା ଅଛି | ନିମ୍ନଲିଖିତ ଶବ୍ଦ ମଧ୍ୟରୁ ସଠିକ ଶବ୍ଦ ଦ୍ଵାରା ଶୂନ୍ୟ ସ୍ଥାନ ପୂରଣ କର |
A) ଫୁଲିବା
B) ପାଟଣା
C) ପୁରିବା
D) କାଟିବା
20. ନିମ୍ନଲିଖିତ ମଧ୍ୟରୁ କେଉଁ ଉପସର୍ଗଟିକୁ ଯୋଡ଼ିଦେଲେ ‘ଘାତ’ ଶବ୍ଦଟିର ବିପରୀତ ଅର୍ଥକୁ ବୁଝାଇବ?
A) ପ୍ରତି
B) ପ୍ର
C) ଅନୁ
D) ପରା
Latest Odia Grammar Mcq – Part 11
Answers |
1. B
2. B
3. C
4. D
5. A
6. C
7. D
8. C
9. A
10. A
11. A
12. A
13. D
14. C
15. C
16. B
17. D
18. C
19. B
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com