Odia Grammar Quiz for Competitive Exams
Odia Grammar Quiz For Competitive Exams (Part 42)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଊଣା’ ଶବ୍ଦର ବିପରୀତ ଶବ୍ଦ?
A) ଅସଂପୂର୍ଣ୍ଣ
B) ଉର୍ଦ୍ଧ୍ଵ
C) ସଂପୂର୍ଣ୍ଣ
D) ଅଧିକ
2. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ତତ୍ ସମ ଶବ୍ଦ ଅଟେ?
A) ଭଉଣୀ
B) ପିଠି
C) ଆଠ
D) ଗଭୀର
3. ନିମ୍ନଲିଖିତ ଶବ୍ଦ ମଧ୍ୟରୁ କେଉଁ ଶବ୍ଦର ‘ ନ ‘ ବର୍ଷଟି ଅନୁନାସିକ ନୁହେଁ?
A) ନବ
B) ବନ
C) ଯତନ
D) ଘନ
4. ତତ୍ ସମ ଧାତୁ ‘ଅ’ ର ଅର୍ଥ ସୂଚାଅ?
A) ପୂଜା କରିବା
B) ଆଙ୍କିବା
C) ଅର୍ପଣ କରିବା
D) ଅର୍ଜିବା
5. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ସଂକୀର୍ଣ୍ଣ’ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ?
A) ପ୍ରଶସ୍ତ
B) ସ୍ଵତନ୍ତ୍ର
C) କ୍ଷୀଣ
D) ସିଦ୍ଧ
6. ନିମ୍ନଲିଖିତ କେଉଁ ପୂର୍ବପଦଟି ଏକ ଅବ୍ୟୟ?
A) ପୁନଃ
B) ଅପି
C) ଅଭି
D) ଅନୁ
7. ନିମ୍ନଲିଖିତ ମଧ୍ୟରୁ କେଉଁଟି ମନୋଗ୍ରାହ୍ୟ ବିଶେଷ୍ୟ ଅଟେ?
A) ବିଦ୍ୟାଳୟ
B) ଶିକ୍ଷକ
C) ଚୌକି
D) ବୁଦ୍ଧି
8. ‘ଶତମୁଖ ହେବା’ ରୂଢିଟିର ଅର୍ଥ କ’ଣ?
A) ଅନୁଗତ ହେବା
B) ବଦନାମ କରିବା
C) ଅଧିକ କରି କହିବା
D) ଛାଡ଼ିଦେବା
9. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅରବିନ୍ଦ’ ଶବ୍ଦର ସମାର୍ଥକ ଶବ୍ଦ?
A) ରାଜୀବ
B) ମାରୁତ
C) ଶକୁନ୍ତ
D) ସରିତ
10. ‘ଜଳଦ’ ଶବ୍ଦଟି କେଉଁ ଧାତୁ ଓ କେଉଁ ପ୍ରତ୍ୟୟକୁ ନେଇ ଗଠିତ ହୋଇଛି?
A) ଜଳ+ଦ
B) ଜ୍+ଳ+ଦ
C) ଜଳ+ଦ+ୟ
D) ଜଳ+ଦା+ଅ
Odia Grammar Mcq Expected Question – Part 2
11. ବୃହତ୍+ତର =?
A) ବୃହତ୍ତର
B) ବୃହତର
C) ବୃହତ୍ତମ
D) ବୃହତ୍ତର
12. ନିମ୍ନୋକ୍ତ ମଧ୍ୟରୁ କେଉଁଟି କୃଦନ୍ତ ଶବ୍ଦ?
A) କୁହୁଡ଼ିଆ
B) ଗୁଣମନ୍ତ
C) ଜୀବିତ
D) ରସୁଆଳ
13. ‘ସ୍ୱର୍ଗାରୋହଣ’ ଶବ୍ଦଟି କେଉଁ ନିୟମରେ ଗଠିତ ହୋଇଛି?
A) ସ୍ଵର ସନ୍ଧି
B) ବ୍ୟଞ୍ଜନ ସନ୍ଧି
C) ବିସର୍ଗ ସନ୍ଧି
D) ତଦ୍ଧିତ
14. ହଳିଆ ଶବ୍ଦ ଟି କିପରି ଗଠିତ ହୋଇଛି?
A) ହ୍+ଳିଆ
B) ହଳ୍+ଆ
C) ହଳ+ଇଆ
D) ହଳି+ଆ
15. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅର୍ବାଚୀନ’ ଶବ୍ଦର ବିପରୀତ ଶବ୍ଦ?
A) ନବୀନ
B) ପ୍ରାଚୀନ
C) ନୂତନ
D) ପ୍ରସୂନ
Important Odia Grammar MCQ – Part 3 (Expected question)
16. ‘ କାକ’ ର ତଦ୍ ଭବ ରୂପ ଉଲ୍ଲେଖ କର |
A) କାକି
B) କୋକ
C) କୁଆ
D) କାଉ
17. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ତ୍ଵରିତ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ବାଧ୍ୟ
B) ବିଘ୍ନ
C) ଚଞ୍ଚଳ
D) ବିଳମ୍ବ
18. ଯେଉଁ କ୍ରିୟା ଦ୍ଵାରା କେହି କିଛି କରାଇବାର ବୁଝାଯାଏ, ତାହାକୁ କଣ କୁହାଯାଏ?
A) ଅସମାପିକା କ୍ରିୟା
B) ସମ୍ପନ୍ନ କ୍ରିୟା
C) ପ୍ରେରଣାର୍ଥକ କ୍ରିୟା
D) ଅସମ୍ପନ୍ନ କ୍ରିୟା
19. ‘ ଘଣ୍ଟଶିଳା ‘- ଉକ୍ତ ନାମ ବାଚକ ବିଶେଷ୍ୟ ର ଜାତି ବାଚକ ବିଶେଷ୍ୟ କଣ ହେବ?
A) ପାହାଡ
B) ଦେଶ
C) ମନୁଷ୍ୟ
D) ନଦୀ
20. କୁମୁଦ ଫଳ ଟୋକେଇ ଟିଏ ଧରି ଘରକୁ ଆସିଲା | ରେଖାଙ୍କିତ ଶବ୍ଦଟି କେଉଁ ଶ୍ରେଣୀର ଶବ୍ଦ ଅଟେ?
A) ପାର୍ସୀ
B) ଆରବୀ
C) ଦେଶଜ
D) ତଦ୍ ଭବ
Latest Odia Grammar Mcq – Part 11
Answers |
1. D
2. D
3. A
4. A
5. A
6. A
7. D
8. C
9. A
10. D
11. D
12. C
13. A
14. C
15. B
16. C
17. C
18. C
19. A
20. C
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com