Odia Grammar Quiz For Online Test
Probable Odia Grammar Quiz For Online Test (Part 37)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Online tests then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Online Test
Questions |
1. ‘ଆକୁମାରୀ ହିମାଚଳ’ ଶବ୍ଦରେ ‘ଆ’ ଉପସର୍ଗ କେଉଁ ଅର୍ଥରେ ବ୍ୟବହୃତ?
A) ପର୍ଯ୍ୟନ୍ତ
B) ଈଶତ
C) ସମ୍ୟକ୍
D) ବିପରୀତ
2. ‘ତ’ ଧ୍ଵନି କେଉଁ ବ୍ୟଂଜନ ଧ୍ଵନିର ଅନ୍ତର୍ଭୁକ୍ତ?
A) ଦନ୍ତ୍ୟ
C) ଓଷ୍ଠ୍ୟ
C) ମୂର୍ଦ୍ଧନ୍ୟ
D) କଣ୍ଠ୍ୟ
3. ‘ନାଟୁଆ’ କେଉଁ ଅର୍ଥରେ ତଦ୍ଧିତ ପଦ ହୋଇଅଛି?
A) ପୂରଣ
B) ସଦୃଶ
C) ବୃତ୍ତି
D) ଅଭ୍ୟାସ
4. କେଉଁଟି ରାତ୍ରୀ ଶବ୍ଦର ପ୍ରତିଶବ୍ଦ ନୁହେଁ ।
A) ଶର୍ବରୀ
B) ଇନ୍ଦିରା
C) ତ୍ରିଯାମା
D) ବିଭାବରୀ
5. ଲୁଗାଟି ପୁରୁଣା । ରେଖାଙ୍କିତ ପଦଟି କେଉଁ ପଦ ।
A) ଅବସ୍ଥାବାଚକ ବିଶେଷଣ
B) ବିଶେଷଣର ବିଶେଷଣ
C) ପୂରଣବାଚକ ବିଶେଷଣ
D) ବିଧେୟ ବିଶେଷଣ
6. କେଉଁ ସଠିକ ଶବ୍ଦ ହନୁମାନଙ୍କ ନାମର ପ୍ରତିଶବ୍ଦ ଅଟେ?
A) ପାବନୀ
B) ପାବନି
C) ପାବୋନୀ
D) ପାବୋନି
7. ‘ଅନୁରାଗ’ ଶବ୍ଦର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ
A) ସରାଗ
B) ରାଗ
C) ରାଗହୀନ
D) ବିରାଗ
8. ‘ସ୍ଵରଯନ୍ତ୍ରାବରଣ’ର ଅନ୍ୟନାମ କ’ଣ?
A) ଜିହ୍ଵାମୂଳ
B) ଗଳଗହ୍ଵର
C) ଉପଜିହ୍ଵା
D) ଜିହ୍ଵାଗ୍ର
9. ‘ଅଂଗବିକାର’ ବୁଝାଇଲେ କେଉଁ ବିଭକ୍ତି ହୁଏ?
A) ସପ୍ତମୀ
B) ତୃତୀୟା
C) ପଂଚମୀ
D) ଦ୍ଵିତୀୟା
10. ‘ଉପତ୍ୟକା’ ଶବ୍ଦର ବିପରୀତ ଶବ୍ଦ ଲେଖ।
A) ଦ୍ଵୀପ
B) ଅବତଳ
C) ଅନୁର୍ବର
D) ଅଧିତ୍ୟକା
Odia Grammar Mcq Expected Question – Part 2
11. ‘ପାନୀୟ’ କେଉଁ ପ୍ରକାରର ପଦ?
A) ତଦ୍ଧିତ
B) କାରକ
C) କୃଦନ୍ତ
D) ସମାସ
12.ଯେଉଁ ଧ୍ଵନି ଉଚ୍ଚାରଣ ସମୟରେ ଜିଭର ଅଗ୍ରଭାଗ ଉପରଧାଡ଼ି ଦାନ୍ତରେ ଲାଗେ ତାକୁ କ’ଣ କୁହାଯାଏ?
A) ମୂର୍ଦ୍ଧନ୍ୟ ବ୍ୟଂଜନ
B) କଣ୍ଠ୍ୟ ବ୍ୟଂଜନ
C ଓଷ୍ଠ୍ୟ ବ୍ୟଂଜନ
D) ଦନ୍ତ୍ୟ ବ୍ୟଂଜନ
13. ‘ଅଂଗୀକୃତ’ ଶବ୍ଦର ବିଶେଷ୍ୟ ପଦ କ’ଣ?
A) ଅଂଗୀ
B) ଆଂଗିକ
C) ଅଂଗୀକାର
D) ଅଂଗୀକା
14. ‘ଆଜ୍ଞା’ କି ପ୍ରକାର ଅବ୍ୟୟ?
A) ବିକଲ୍ପାର୍ଥକ
B) ଶବ୍ଦାନୁକାରୀ
C) ଆନୁକ୍ରମିକ
D) ସମ୍ମତି ସୂଚକ
15. ‘କ୍ଷୁଧାର୍ଥକୁ ଅନ୍ନ ଦିଅ – ଏହି ବାକ୍ୟରେ କ୍ଷୁଧାର୍ଥ କେଉଁ ଧରଣର କାରକ?
A) ସଂପ୍ରଦାନ କାରକ
B) କର୍ମକାରକ
C) ଅପାଦାନ କାରକ
D) ଅଧିକରଣ କାରକ
Important Odia Grammar MCQ – Part 3 (Expected question)
16. ଯେଉଁ ପଦ ନାମ ବା ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହୁଏ ତାକୁ କ’ଣ କୁହାଯାଏ?
A) ସମାସ
B) ବିଭକ୍ତି
C) ସର୍ବନାମ
D) କାରକ
17. କେଉଁଟି ତଦ୍ଧିତ ପଦ?
A) ଭୟ
B) ହଳିଆ
C) ଶ୍ରାବକ
D) ଶାନ୍ତି
18. ‘ଘୋର ବିପଦରେ ପଡ଼ିବା’ ଅର୍ଥ ପ୍ରକାଶ କରୁଥିବା ଋଢିଟିକୁ ଚିହ୍ନଟ କର।
A) ହାଟରେ ପଢ଼ି ଦାଣ୍ଡରେ ଗଡ଼ିବା
B) ହାତ ଶଙ୍ଖା ଦର୍ପଣ
C) ହରଡ଼ ଘଣାରେ ପଡ଼ିବା
D) ହାତାହାତି ହେବା
19. ‘ଅସାର କଥାରେ ମନ ଦେବା’ ଅର୍ଥ ପ୍ରକାଶ କରୁଥିବା ରୂଢିଟି ଚିହ୍ନଟ କର ।
A) ମହରଗରୁ ଯାଇ କାନ୍ତରରେ ପଢ଼ିବା
B) ମଲା ଘୋଡ଼ାର ଟାଙ୍କ ମାପିବା
C) ମାଟିରେ ମିଶିବା
D) ମଲାଠୁ ଘୋଷରା ଟାଣ
20. ସମାସବାକ୍ୟ କାହାକୁ କୁହାଯାଏ?
A) ଯେଉଁ ପଦ ବିନ୍ୟାସକୁ ବିରତି ଚିହ୍ନରେ ଶୃଙ୍ଖଳିତ କରାଯାଏ
B) ଯେଉଁଠି ବାକ୍ୟରେ ଅଧିକ ସନ୍ଧିର ସଂଭାବନା ଥାଏ
C) ଯେଉଁ ବାକ୍ୟରେ ସମାସର ଅବକାଶ ନ ଥାଏ
D) ଯେଉଁ ବିସ୍ତୃତ ଉକ୍ତିକୁ ସମାସରେ ସଂକ୍ଷିପ୍ତ କରାଯାଏ।
Latest Odia Grammar Mcq – Part 11
Answers |
1. A
2. A
3. C
4. B
5. D
6. B
7. D
8. C
9. B
10. D
11. C
12. D
13. C
14. D
15. A
16. C
17. B
18. C
19. B
20. D
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com