Important Odia Grammar Quiz for OSSTET
Odia Grammar Quiz For OSSTET (Part 43)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ଅଂସ’ ଶବ୍ଦଟି କେଉଁ ଅର୍ଥକୁ ସୂଚାଏ?
A) ସ୍କନ୍ଧ
B) ଭାଗ
C) ଅସ୍ତ୍ର
D) ଖଣ୍ଡ
2. ‘ଫାଙ୍କା ଆୱାଜ’ ରୂଢିଟିର ଅର୍ଥ କ’ଣ?
A) ଖାଲି ମାଠିଆ
B) ବୃଥା ଧମକ
C) ଫାଙ୍କା ସ୍ଥାନରେ ଶବ୍ଦ କରିବା
D) ମିଛ କଥା
3. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ କ୍ରିୟାହୀନ ରୂଢି?
A) ଶରଣ ପଶିବା
B) ମୁଣ୍ଡକୁ ହାତ ପାଇବା
C) ହାତ ଉଠେଇବା
D) ଅକଲ ଗୁଡୁମ
4. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅମୃତ’ ଶବ୍ଦର ବିପରୀତ ଶବ୍ଦ?
A) ବିଷ
B) ଉଦକ
C) ବାରି
D) ତୋୟ
5. ତୁମେ ଏଠାକୁ ସଅଳ ଆସ | ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷଣ?
A) ବିଧେୟ ବିଶେଷଣ
B) ଅବସ୍ଥା ବାଚକ
C) ସମ୍ବନ୍ଧ ବାଚକ
D) କ୍ରିୟା ବିଶେଷଣ
6. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପସର୍ଗରେ ଗଠିତ ଶବ୍ଦ ନୁହେଁ?
A) ପ୍ରଗାଢ
B) ଉପନୀତ
C) ପ୍ରକୃଷ୍ଟ
D) ଫିରୋଜ
7. ବ୍ୟୁତ୍ପତ୍ତି ଅନୁସାରେ ଯେଉଁ ଶବ୍ଦର ଅର୍ଥ ଅନେକଙ୍କୁ ବୁଝାଇ ବାର ସମ୍ଭାବନା ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବରେ ଜଣକୁ ବା ଗୋଟିଏ ବସ୍ତୁକୁ ବୁଝାଏ ତାହାକୁ କି ଶବ୍ଦ କୁହାଯାଏ?
A) ରୁଢ଼
B) ଯୌଗିକ
C) ଯୋଗରୂଢ଼
D) ଯୁଗ୍ମ
8. ଯୁଧିଷ୍ଠିର ଧାର୍ମିକ ଥିଲେ | ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷଣ ଅଟେ?
A) ନାମ ବାଚକ
B) ବିଧେୟ
C) ସମ୍ବନ୍ଧ ବାଚକ
D) ତୁଳନାତ୍ମକ
9. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘କୋକିଳ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ବିହଙ୍ଗ
B) ଶକୁନ୍ତ
C) ଦ୍ଵିଜ
D) ପିକ
10. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ପର୍ବତ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ଅଚଳ
B) ବାତ
C) ପବମାନ
D) ସମୀର
Odia Grammar Mcq Expected Question – Part 2
11. ନିମ୍ନଲିଖିତ କେଉଁ ଉପସର୍ଗଟି ପ୍ରାୟତଃ ମନ୍ଦ ବା ନିନ୍ଦା ଉଦ୍ଦେଶ୍ୟରେ ପ୍ରୟୋଗ ହୋଇଥାଏ?
A) ଦୁର୍
B) ଅଧି
C) ସୁ
D) ପ୍ର
12. ନିମ୍ନଲିଖିତ ମଧ୍ୟରୁ କେଉଁଟି ଦେଶଜ ଶବ୍ଦ ନୁହେଁ?
A) କୋରଖ
B) ଅଖାଡୁଆ
C) ତୋଟା
D) କଅଁଳ
13. ‘ଦୁଇ ପଇସାର ମଣିଷ’- ରୂଢିଟିର ଅର୍ଥ କ’ଣ?
A) ମୂର୍ଖ
B) ପଣ୍ଡିତ
C) ମୂଲ୍ୟହୀନ
D) ଅସାଧୁ
14. ଓଡ଼ିଆ ବର୍ଣ୍ଣମାଳା ମଧ୍ୟରୁ କେଉଁଟି ଏକ ଯୁକ୍ତାକ୍ଷର ଏବଂ ତାହା ଏକ ସ୍ଵତନ୍ତ୍ର ବର୍ଣ୍ଣ ଅଟେ?
A) ୱ
B) ଙ
C) ଞ
D) କ୍ଷ
15. ତତଲା ପାଣିରେ ଘର ପୋଡେନି | ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷଣ ଚିହ୍ନଟ କର?
A) ଗୁଣ ବାଚକ
B) ଅବସ୍ଥା ବାଚକ
C) ପୂରଣ ବାଚକ
D) ତୁଳନାତ୍ମକ
Important Odia Grammar MCQ – Part 3 (Expected question)
16. ‘ଅକାଳ କୁଷ୍ମାଣ୍ଡ’– ରୂଢିଟିର ଅର୍ଥ କ’ଣ?
A) ଅଦିନିଆ ବର୍ଷା
B) ନିତାନ୍ତ ଅଯୋଗ୍ୟ
C) ଅସହାୟର ସାହା
D) ଅଳ୍ପ ବୁଦ୍ଧି
17. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘କୁତ୍ସିତ’ ଶବ୍ଦର ବିପରୀତ ଶବ୍ଦ?
A) ସୁନ୍ଦର
B) ଅସୁନ୍ଦର
C) ଅକ୍ଷମ
D) ଘୃଣ୍ୟ
18. ପୂର୍ଣ୍ଣ+ଇନ୍ଦୁ =?
A) ପୂର୍ଣ୍ଣେନ୍ଦୁ
B) ପୂର୍ଣ୍ଣନ୍ଦୁ
C) ପୂର୍ଣ୍ଣେନ୍ଦୁ
D) ପୂଷ୍ପିନ୍ଦୁ
19. କମ୍ କଥା କହ, ବେଶି କାମକର | ରେଖାଙ୍କିତ ପଦ ଦୁଇଟି କି ପ୍ରକାର ବିଶେଷଣ?
A) ଅବସ୍ଥା ବାଚକ
B) ଗୁଣ ବାଚକ
C) ପରିମାଣ ବାଚକ
D) ପୂରଣ ବାଚକ
20. ‘ଦନ୍ତୀ’ ଶବ୍ଦରେ କେଉଁ ପ୍ରତ୍ୟୟ ଲାଗିଛି?
A) ଇନ୍
B) ଅନ୍
C) ତିନ୍
D) ଈ
Latest Odia Grammar Mcq – Part 11
Answers |
1. A
2. B
3. D
4. A
5. D
6. D
7. C
8. B
9. D
10. A
11. A
12. A
13. C
14. D
15. B
16. B
17. A
18. A
19. C
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com