Latest Odia Grammar Quiz for OTET
Odia Grammar Quiz For OTET (Part 44)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ଯେଉଁ ପଦ କୌଣସି ନିର୍ଦ୍ଦିଷ୍ଟ ନାମକୁ ନବୁଝାଇ ଅନେକଙ୍କର ସାଧାରଣ ନାମକୁ ବୁଝାଏ, ତାକୁ କି ବିଶେଷ୍ୟ କୁହାଯାଏ?
A) ବସ୍ତୁ ବାଚକ
B) ଗୁଣ ବାଚକ
C) ନାମ ବାଚକ
D) ଜାତି ବାଚକ
2. ‘ଓର ଉଣ୍ଡିବା’ – ଏହା କି ପ୍ରକାର ରୂଢି?
A) କ୍ରିୟାହୀନ
B) କ୍ରିୟାଯୁକ୍ତ
C) କ୍ରିୟା
D) ଲୋକୋକ୍ତି
3. ନିମ୍ନଲିଖିତ କେଉଁ ଶବ୍ଦ ‘ପ୍ର’ ଉପସର୍ଗ ଯୋଗେ ଗଠିତ?
A) ପ୍ରତିବେଶୀ
B) ପ୍ରତିଦାନ
C) ପ୍ରତିହିଂସା
D) ପ୍ରକ୍ରିୟା
4. ‘ତରଣି’ ର ସଠିକ ଅର୍ଥ ଦର୍ଶାଅ |
A) ତରଙ୍ଗ
B) ନୌକା
C) ନଦୀ
D) ସୂର୍ଯ୍ୟ
5. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ପକ୍ଷୀ’ର ସମାର୍ଥକ ଶବ୍ଦ ନୁହେଁ?
A) ଶକୁନ୍ତ
B) ଗଜ
C) ବିହଙ୍ଗ
D) ଖଗ
6. ନିମ୍ନଲିଖିତ ମଧ୍ୟରୁ କେଉଁ ବର୍ଷଟି ଶବ୍ଦର ପ୍ରଥମ ଅକ୍ଷର ରୂପେ ବ୍ୟବହୃତ ହୋଇପାରେ ନାହିଁ?
A) ଳ
B) ୱ
C) ଢ
D) କ୍ଷ
7. ‘ଋଣ କରି ଘିଅ ଖାଇବା’ ରୂଢିଟିର ଅର୍ଥ କ’ଣ?
A) ଶକ୍ତି ବହିର୍ଭୂତ ଖର୍ଚ୍ଚ କରିବା
B) ଘିଅଖାଇବା
C) ଧନୀ ବ୍ୟକ୍ତି
D) ଋଣ କରିବା
8. ‘କର୍ମୀ’ ଶବ୍ଦ ଟିର ସଠିକ ବନାନ କର |
A) କ+ତ+ର+ଈ
B) କ+ତ+ତ+ର+ଈ
C) କ+ତ+ତ +ରୀ
D) କ+ଅ+ର+ ତ+ତ+ର+ଈ
9. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘କୋବିଦ’ ଶବ୍ଦର ବିପରୀତ ଶବ୍ଦ?
A) ଧୀର
B) ମୂର୍ଖ
C) ପଣ୍ଡିତ
D) ବୁଧ
10. ‘ଅସି’ ଶବ୍ଦର ଅର୍ଥ କଣ?
A) ଖଣ୍ଡା
B) ସଂଖ୍ୟା
C) କ୍ଷେପଣ
D) ଅସଲ
Odia Grammar Mcq Expected Question – Part 2
11. ନିମ୍ନଲିଖିତ ମଧ୍ୟରୁ କେଉଁଟି ଆତିଶଯ୍ୟ ଅର୍ଥରେ ବ୍ୟବହୃତ ଉପସର୍ଗ?
A) ପ୍ରତି
B) ପରି
C) ଉତ୍
D) ଅତି
12. ହରି ନିଜ ଘରର ସବୁ ବୋଝ ମୁଣ୍ଡାଏ | ରେଖାଙ୍କିତ କ୍ରିୟା ପଦଟି କେଉଁ ଶ୍ରେଣୀ ଭୁକ୍ତ ଅଟେ?
A) ମିଶ୍ର କ୍ରିୟା
B) ଅସମାପିକା କ୍ରିୟା
C) ପ୍ରେରଣାର୍ଥକ କ୍ରିୟା
D) ନାମଧାତୁ କ୍ରିୟା
13. ‘ଅରିନ୍ଦମ’ – ଶବ୍ଦଟି କିପରି ସୃଷ୍ଟି ହୋଇଛି?
A) ଅରିନ୍ଦ+ଅମ୍
B) ଅରି-ଦମ୍+ଅ
C) ଅରି+ନ୍ଦମ୍
D) ଅରିନ୍+ଦମ
14. ଶିଙ୍ଗ ଧରିବି ମୁଁ, କ୍ଷୀର ଖାଇବ ତୁମେ? ରେଖାଙ୍କିତ ପଦଟି କି ପ୍ରକାର କ୍ରିୟା ?
A) ସକର୍ମକ
B) ଅସମାପିକା
C) ସମାପିକା
D) ପ୍ରେରଣାର୍ଥକ
15. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ସ୍ତ୍ରୀ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ ନୁହେଁ?
A) ଜାୟା
B) କାନ୍ତା
C) ଭର୍ଭା
D) ନାରୀ
Important Odia Grammar MCQ – Part 3 (Expected question)
16. ବିଶେଷ୍ୟ ପଦ ପରେ ବିଶେଷଣ ପଦ ବ୍ୟବହୃତ ହେଲେ ତାକୁ କି ପ୍ରକାର ବିଶେଷଣ କୁହାଯାଏ?
A) ବିଶେଷ୍ୟ ରୂପୀ ବିଶେଷଣ
B) କ୍ରିୟା ବିଶେଷଣ
C) ଅବ୍ୟୟର ବିଶେଷଣ
D) ବିଧେୟ ବିଶେଷଣ
17. ଭିନ୍ନଧର୍ମୀ ଶବ୍ଦଟି ଚିହ୍ନଟ କର |
A) ଜଣାଣ
B) ଗାୟକ
C) ରନ୍ଧନ
D) ଭୋଜନ
18. ନିମ୍ନଲିଖତ ମଧ୍ୟରୁ କେଉଁ ଯୋଡ଼ା ଶବ୍ଦ ପରସ୍ପରର ବିପରୀତ ନୁହେଁ?
A) ସତୃଷ୍ଣ-ବିତୃଷ୍ଣ
B) ସମ୍ଭବ-ଅସମ୍ଭବ
C) ସାମ୍ୟ-ସ୍ଵତନ୍ତ୍ର
D) ସ୍ଥିର-ଅସ୍ଥିର
19. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉପସର୍ଗରେ ଗଠିତ ଶବ୍ଦ ନୁହେଁ?
A) ବାଦ
B) ଅନୁବାଦ
C) ପ୍ରତିବାଦ
D) ସଂବାଦ
20. ‘ଗାଙ୍ଗେୟ’ ଶବ୍ଦର ବ୍ୟୁତ୍ପତ୍ତି ଗତ ଅର୍ଥ ନିମ୍ନଲିଖ ମଧ୍ୟରୁ କେଉଁଟି ଠିକ ଦର୍ଶାଅ?
A) ଗଙ୍ଗାଙ୍କର ସନ୍ତାନ
B) ଗଙ୍ଗାମାତା
C) ଗଙ୍ଗାପତି
D) ଗଙ୍ଗାର ଉତ୍ପତ୍ତି
Latest Odia Grammar Mcq – Part 11
Answers |
1. D
2. B
3. D
4. D
5. B
6. A
7. A
8. D
9. B
10. A
11. D
12. D
13. B
14. C
15. C
16. D
17. B
18. C
19. A
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com