Practicing Odia Grammar Quiz for Recent Exam
Odia Grammar Quiz For Recent Exam (Part 45)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ନିମ୍ନଲିଖିତ ମଧ୍ୟରୁ କେଉଁ ଯୋଡ଼ା ପରସ୍ପରର ବିପରୀତ ଶବ୍ଦ ନୁହଁନ୍ତି?
A) ଦୁଷ୍କୃତି-ସୁକୃତି
B) ଦୋଷୀ-ନିର୍ଦ୍ଦୋଷ
C) ଜ୍ଞାତ-ଅଜ୍ଞାତ
D) କାନ୍ତ-ପତି
2. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ସୂର୍ଯ୍ୟ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ସୁଧାଂଶୁ
B) ଶଶାଙ୍କ
C) ଇନ୍ଦୁ
D) ତପନ
3. ଆରବୀ ଶବ୍ଦ ‘ ଅଖତିଆର’ ର ଓଡ଼ିଆ ଶବ୍ଦ କଣ ହେବ?
A) ଖାତିର
B) ଖ୍ୟାତିର
C) ଅକ୍ତିଆର
D) ଅଖାତିର
4. ରାମ ଗୋଟିଏ ବୋକା ପିଲା | ରେଖାଙ୍କିତ ଶବ୍ଦଟି କେଉଁ ଶ୍ରେଣୀଭୁକ୍ତ?
A) ଦେଶଜ
B) ତଦ୍ ଭବ
C) ତତ୍ ସମ
D) ବୈଦେଶିକ
5. ‘ଜଗଜ୍ଜନନୀ’ ଶବ୍ଦଟି ବ୍ୟାକରଣର କେଉଁ ନିୟମରେ ଗଠିତ ହୋଇଛି?
A) କୃଦନ୍ତ
B) ତଦ୍ଧିତ
C) ଉପସର୍ଗ
D) ସନ୍ଧି
6. ‘ଅହିନକୁଳ ସଂପର୍କ’—ରୂଢିଟିର ଅର୍ଥ କ’ଣ?
A) ଘୋର ଶତ୍ରୁତା
B) ମିତ୍ରତା
C) ଏକମାତ୍ର ସହାୟ
D) ମଧୁର ସଂପର୍କ
7. ନିମ୍ନଲିଖିତ କେଉଁ ଶବ୍ଦଟି ‘ପୁରସ୍’ ଅବ୍ୟୟ ଦ୍ଵାରା ଗଠିତ?
A) ପୁରୋଭାଗ
B) ପ୍ରତିପକ୍ଷ
C) ପ୍ରତିମୂର୍ତ୍ତି
D) ପ୍ରତିକୃତି
8. ‘ଅଲଣା କଥା’ ରୂଢିଟିର ଅର୍ଥ କ’ଣ?
A) ବ୍ୟର୍ଥ କଥା
B) ମୂଲ୍ୟହୀନ କଥା
C) ଅନର୍ଥ ଘଟିବା
D) ଖାଦ୍ୟରେ ଲୁଣ ପକାଇବା
9. ‘ଖସ୍ ଖସ୍’ ଶବ୍ଦଟି କେଉଁ ପ୍ରକାର ଯୁଗ୍ମ ଶବ୍ଦ?
A) ସମାନର୍ଥକ
B) ଦ୍ଵିରୁକ୍ତି
C) ଧ୍ଵନ୍ୟାତ୍ମକ
D) ବିପରୀତାର୍ଥକ
10. ନିମ୍ନଲିଖିତ ଶବ୍ଦ ମଧ୍ୟରୁ କ୍ରିୟାଜ ବିଶେଷଣ ପଦଟିକୁ ଚିହ୍ନଟ କର |
A) ସାମାନ୍ୟ
B) ଜଣାଶୁଣା
C) ଶାନ୍ତଶିଷ୍ଟ
D) ମେଧାବୀ
Odia Grammar Mcq Expected Question – Part 2
11. ‘ଭାଗବତ’ – ଏହା କେଉଁ ପ୍ରକାର ବିଶେଷ୍ୟ ଅଟେ ?
A) ସଂଖ୍ୟା ବାଚକ
B) ଜାତି ବାଚକ
C) ବସ୍ତୁ ବାଚକ
D) କ୍ରିୟା ବାଚକ
12. ନିମ୍ନଲିଖିତ କେଉଁ ଶବ୍ଦ ‘ଅପ’ ଉପସର୍ଗ ଯୋଗେ ଗଠିତ?
A) ଅବଧାରଣ
B) ଅବରୋଧ
C) ଅବତରଣ
D) ଅପହରଣ
13. ‘ନିର୍ଗତ’ ଶବ୍ଦରେ କେଉଁ ଉପସର୍ଗଟି ରହିଛି?
A) ଅନୁ
B) ନିଃ
C) ନିର୍
D) ନି
14. ‘ବାପା’ ର ତତ୍ ସମ ରୂପ ଲେଖ ।
A) ବାବା
B) ପିତା
C) ବାଆ
D) ବପ୍ତା
15. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ସାକ୍ଷର’ ଶବ୍ଦର ବିପରୀତ ଶବ୍ଦ?
A) ନିଷ୍ଫଳ
B) ନିରକ୍ଷର
C) ନିକ୍ଷର
D) ଅକ୍ଷର
Important Odia Grammar MCQ – Part 3 (Expected question)
16. ନିମ୍ନଲିଖିତ ମଧ୍ୟରୁ ଭିନ୍ନ ଶବ୍ଦଟିକୁ ଚିହ୍ନାଅ?
A) ସିନ୍ଧୁ
B) ଆଦିତ୍ୟ
C) ଜଳଧ୍
D) ସାଗର
17. ‘ ଅତିର ଇତି ‘- ଏଠାରେ ‘ଅତି’ ଶବ୍ଦଟି କେଉଁ ପଦ ରୂପେ ବ୍ୟବହୃତ ହୋଇଛି?
A) ବିଶେଷ୍ୟ
B) ବିଶେଷଣ
C) ସର୍ବନାମ
D) ଅବ୍ୟୟ
18. ନିମ୍ନଲିଖିତ ଶବ୍ଦ ମଧ୍ୟରୁ ଭିନ୍ନ ଜାତୀୟ ବିଶେଷ୍ୟ କୁ ଚିହ୍ନଟ କର |
A) ପବନ
B) ନିଆଁ
C) ଗଛ
D) ପାଣି
19. ‘ଆକାଶ କୁସୁମ’- ରୂଢିଟିର ଅର୍ଥ କ’ଣ?
A) ଅସମ୍ଭବ କଥା
B) ଆକାଶର ଫୁଲ
C) ପାରିଜାତ ଫୁଲ
D) ଅତି ପୁରୁଣା
20. ‘ଜ୍ୟୋତ୍ସ୍ନା’ ଶବ୍ଦର ‘ ଫ୍ଲୁ’ ଯୁକ୍ତାକ୍ଷର ଟି କେଉଁ କେଉଁ ବର୍ଷକୁ ନେଇ ଗଠିତ?
A) ତ+ସ+ନ
B) ସ+ଛ+ନ
C) ସ+ତ+ନ
D) ସ+ନ
Latest Odia Grammar Mcq – Part 11
Answers |
1. D
2. D
3. C
4. A
5. D
6. A
7. A
8. B
9. C
10. B
11. A
12. D
13. C
14. B
15. B
16. B
17. A
18. C
19. A
20. A
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com