Practicing Odia Grammar Quiz for Recent Exam
Odia Grammar Quiz For Recent Exam (Part 46)
If you are practicing for OPSC ASO, OSSC, OSSSC, OTET, OSSTET, TRT, OAVS, or any other Competitive exams then Odia Grammar Quiz is essential for you. So on this website, we will publish a daily basis of Odia Grammar MCQ. If you are interested in Odia Grammar then follow our website for more knowledge in Odia.
Must Read – Important Odia Grammar MCQ (Part 1)
Odia Grammar MCQ For Competitive Exams
Questions |
1. ‘ଓଳିଆରୁ ପଡ଼ି ଗଜା’ – ରୂଢିଟିର ଅର୍ଥ କ’ଣ?
A) ଜନ୍ମରୁ ଚତୁର
B) ପଣ୍ଡିତ
C) ଜନ୍ମରୁ ବୋକା
D) ଅତି ମୁର୍ଖ
2. ପାଗଳ ଟି ଚଳନ୍ତା ଗାଡିରୁ ପଡିଗଲା | ରେଖାଙ୍କିତ ଶବ୍ଦଟି କି ପ୍ରକାର ବିଶେଷଣ ଦର୍ଶାଅ?
A) ପରିମାଣ ବାଚକ
B) ସର୍ବନାମିକ
C) କ୍ରିୟାଜ
D) ଅବସ୍ଥା ବାଚକ
3. ‘ ମସ୍ କା ‘ ର ବିପରୀତ ଶବ୍ଦ ନିମ୍ନଲିଖିତ ମଧ୍ୟରୁ କେଉଁଟି?
A) ହାଇକା
B) ଅମସକା
C) ଚେମଡା
D) ଟାଣ
4. ‘ପ୍ରତ୍ୟପକାର’ ଶବ୍ଦଟି କିପରି ସୃଷ୍ଟି ହୋଇଛି?
A) ପ୍ରତ୍+ ଉପକାର
B) ପ୍ରତି+ଉପକାର
C) ପ୍ରତ୍ୟ+ ପକାର
D) ପ୍ରତି+ଅପକାର
5. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଅରଣ୍ୟ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ?
A) ମିହିର
B) ଅଟବୀ
C) ରୁଚିର
D) ଅରୁଣ
6. ନିମ୍ନଲିଖିତ ମଧ୍ୟରୁ କେଉଁଟି ଯୋଡ଼ା ଶବ୍ଦ ପର୍ଯ୍ୟାୟବାଚୀ ଶବ୍ଦ ନୁହଁନ୍ତି?
A) ଦନ୍ତୀ-ଦୂରଦ
B) ବାରିଧି-ବାରିଦ
C) ଚଞ୍ଚଳ-ଚପଳ
D) ଭାସ୍କର-ମିହିର
7. ସ୍ଵର ବର୍ଣ୍ଣର କେଉଁ ଦୁଇଟି ବର୍ଣ୍ଣକୁ ସଂଯୁକ୍ତ ସ୍ଵର କୁହାଯାଏ?
A) ଈ,ଉ
B) ଏ.ଓ
C) ଐ,ଔ
D) ଋ,ଉ
8. ନିମ୍ନଲିଖିତ ମଧ୍ୟରୁ କେଉଁ ଉପସର୍ଗଟି ଅତିଶୟ ଅର୍ଥରେ ବ୍ୟବହୃତ ହୁଏ ନାହିଁ?
A) ଅତି
B) ଉତ୍
C) ନିର୍
D) ପ୍ରତି
9. ‘ଐକ୍ୟ’ ର ବିପରୀତ ଶବ୍ଦ ସୂଚାଅ?
A) ଅନୈକ୍ୟ
B) ଅନେକ୍ୟ
C) ଅନେକତା
D) ବିଭିନ୍ନତା
10. ‘ହୋ’ ଧାତୁରୁ ‘ହେବା’ ହୁଏ । ଏହି ‘ ହୋ’ ଧାତୁର ସଂସ୍କୃତ ଧାତୁ ନିମ୍ନଲିଖ ମଧ୍ୟରୁ କେଉଁଟି?
A) ହେ
B) ହ
C) ଭୂ
D) ହା
Odia Grammar Mcq Expected Question – Part 2
11. ଯେଉଁ କ୍ରିୟା ପଦ ବିଶେଷ୍ୟ ବା ବିଶେଷଣ ଶବ୍ଦକୁ ଆଧାର କରି ଗଠିତ ହୋଇଥାଏ, ତାହାକୁ ________ କୁହାଯାଏ?
A) ସମାପିକା କ୍ରିୟା
B) ସମ୍ପନ୍ନ କ୍ରିୟା
C) ନାମ ଧାତୁ କ୍ରିୟା
D) ପ୍ରେରଣାର୍ଥକ କ୍ରିୟା
12. ‘ଲଲାଟ ଲେଖନ’ ରୂଢିଟିର ଅର୍ଥ କ’ଣ?
A) ଭାଗ୍ୟ ଲେଖା
B) କପାଳ ରେଖା
C) ଆୟୁଷ ବୃଦ୍ଧି
D) ଏକାଗ୍ରତା
13. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ପୋଖରୀ’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ ନୁହେଁ?
A) ତଟିନୀ
B) ସରୋବର
C) ପୁଷ୍କରିଣୀ
D) ସରସୀ
14. ‘ଲେଖୁଥିବା ‘ – ଏହି କ୍ରିୟା ପଦର ପ୍ରେରଣାର୍ଥକ କ୍ରିୟା କଣ ହେବ?
A) ଲେଖାଉଥିବା
B) ଲେଖିବା
C) ଲେଖୁ
D) ଲେଖୁଛି
15. ‘ବଣ ବିଛୁଆତି’ ରୂଢିଟିର ଅର୍ଥ କ’ଣ?
A) ଅତି ଦୁଷ୍ଟ
B) ବଣର ବିଛୁଆତି
C) ସାଧୁତା
D) ସଚ୍ଛୋଟତା
Important Odia Grammar MCQ – Part 3 (Expected question)
16. ‘ଯ’ଠାରୁ ‘ ା ‘ ପର୍ଯ୍ୟନ୍ତ ବ୍ୟଞ୍ଜନ ବର୍ଣ୍ଣକୁ ______କୁହାଯାଏ?
A) ଓଷ୍ଠ ବର୍ଣ୍ଣ ବ୍ୟଞ୍ଜନ
B) ଅବର୍ଗ୍ୟ ବର୍ଣ୍ଣ ବ୍ୟଞ୍ଜନ
C) ତାଲବ୍ୟ ବର୍ଣ୍ଣ ବ୍ୟଞ୍ଜନ
D) ବର୍ଗ ବ୍ୟଞ୍ଜନ
17. ‘ବୋକାଟା’ – ଏଠାରେ କେଉଁ ବିଭକ୍ତି ଚିହ୍ନ ବ୍ୟବହାର କରାଯାଇଛି?
A) ଚତୁର୍ଥୀ
B) ଦ୍ଵିତୀୟା
C) ତୃତୀୟା
D) ପ୍ରଥମା
18. ନିମ୍ନଲିଖିତ ମଧ୍ୟରୁ କେଉଁଟି ‘ଇଚ୍ଛା’ ଶବ୍ଦର ପର୍ଯ୍ୟାୟବାଚୀ ଶବ୍ଦ ନୁହେଁ?
A) ଅସୂୟା
B) ଆକାଂକ୍ଷା
C) ଆଶା
D) କାମନା
19. ରାମବାବୁଙ୍କ ପାଖରେ ଟଙ୍କା ପଇସା କିଛି ନଥିବାରୁ ଖାଲି ହାତରେ ଘରକୁ ଫେରିଲେ | ରେଖାଙ୍କିତ ଶବ୍ଦଟି କି ପ୍ରକାର ଯୁଗ୍ମ ଶବ୍ଦ?
A) ସାର୍ଥକ ଓ ନିରର୍ଥକ
B) ସମାନର୍ଥକ
C) ଦ୍ଵିରୁକ୍ତି
D) ବିପରୀତାର୍ଥକ
20. ରୁଜ୍+ତ= ?
A) ରୁଜ୍ତ
B) ରୁଗଣ
C) ଋତୁ
D) ରଜ୍ଜୁ
Latest Odia Grammar Mcq – Part 11
Answers |
1. A
2. C
3. C
4. D
5. B
6. B
7. C
8. D
9. A
10. C
11. A
12. A
13. A
14. A
15. A
16. B
17. D
18. A
19. B
20. B
Connect with us on Social Media | |
Facebook Page | |
Facebook Group | |
Youtube Channel | |
Telegram Channel |
Important Links for Competitive | |
SSC | OSSC |
OPSC | OSSSC |
IBPS | RAILWAY |
Bidyasagar Classes Address
Plot No-N-6-325, Biju Patnaik College Road, Infront of SBI, Jayadev Vihar, Bhubaneswar
Website: www.bidyasagar.com
Opening and closing hours: Monday to Sunday: 7 AM-9PM
e-Mail : bidyasagar.classes@gmail.com